ଟିଟିଲାଗଡ଼… ବର୍ତମାନ ମଧ୍ୟ୍ୟପ୍ରାଚ୍ୟ ରେ ଯୁଦ୍ଧ ଚାଲି ଥିବା ବେଳେଦେଶ ରେ ଗ୍ୟାସ ସଙ୍କଟ ଚାଲିଥିଲା ବେଳେ ଟିଟିଲାଗଡ଼ ସହରର ମାଲ ଗୋଦାମ ପଡା ସ୍ଥିତ ଗୋସିୟା ଏଣ୍ଟରପ୍ରାଇଜ ନାମକ ଏକ ଘରୋଇ ବ୍ୟବସାୟୀକ ପ୍ରତିଷ୍ଠାନ ଉପରେ ଚଢାଉ କରି ୧୯…
ରାୟଗଡା/କଲ୍ୟାଣସିଂହପୁର/୨୨।୫/ରାୟଗଡ଼ା ଜିଲା କଲ୍ୟାଣସିଂହପୁର ସମବାୟ ସମିତି ଲ୍ୟାମ୍ପରେ ହୋଇଥିବା କୋଟି କୋଟି ଟଙ୍କାର ଅର୍ଥ ହେରଫେର ଘଟଣା ନୂଆ ମୋଡ଼ ନେଇଛି। ଲ୍ୟାମ୍ପର ମ୍ୟାନେଜିଂ ଡାଇରେକ୍ଟର ତାରିଣୀ ତ୍ରିପାଠୀଙ୍କ ଜିଲୁଣ୍ଡା ସ୍ଥିତ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି ।…
ରାୟଗଡ:- ୨୨/୫/ ଦକ୍ଷିଣ ପଶ୍ଚିମ ମୌସୁମୀ ବର୍ଷା–୨୦୨୬ ସମୟରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ସଫଳ ମୁକାବିଲା ପାଇଁ ଆଜି ରାୟଗଡ ନୂତନ ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଜିଲ୍ଲାପାଳ ଶ୍ରୀ ଅଶୁତୋଷ କୁଳକର୍ଣ୍ଣୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…
ନୂଆଦିଲ୍ଲୀ, ୨୧/୦୫: ପୁଲୱାମା ଆତଙ୍କବାଦୀ ଆକ୍ରମଣର ଏକ ମାଷ୍ଟରମାଇଣ୍ଡ ହମଜା ବୁର୍ହାନ୍ (ଆର୍ଜୁମାନ୍ଦ ଗୁଲଜାର ଡାର) ପାକିସ୍ତାନ-ଅଧୀନ କଶ୍ମୀର (PoK) ରେ ଅଜ୍ଞାତ ବନ୍ଧୁକଧାରୀଙ୍କ ଦ୍ୱାରା ଗୁଳି କରି ହତ୍ୟା କରାଯାଇଛି। ଅଜ୍ଞାତ ବନ୍ଧୁକଧାରୀମାନେ ମୁଜାଫରାବାଦରେ ଥିବା ତା’ ଅଫିସ ବାହାରେ…
ଭୁବନେଶ୍ୱର, ୨୧/୦୫: ଅସହ୍ୟ ତାତି। ପ୍ରଚଣ୍ଡ ରୌଦ୍ରତାପରେ ସିଝୁଛି ଓଡ଼ିଶା। ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଦିନ ୧୧ଟା ପରେ ରାସ୍ତାଘାଟ ଶୂନଶାନ ହୋଇଯାଉଛି। ମୁଣ୍ଡଫଟା ଖରାରେ ତାତିକୁ ଗୁଳୁଗୁଳି ସତେ ଯେପରି ଜନସାଧାରଣଙ୍କ ଉପରେ ଦାଉ ସାଧୁଛି। ପ୍ରଚଣ୍ଡ ଗ୍ରୀଷ୍ମ ଲହରୀରୁ…
ନୂଆଦିଲ୍ଲୀ, ୨୧/୦୫: ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହେବ। ବିଦେଶ ଗସ୍ତରୁ ଫେରି ତୁରନ୍ତ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ବୈଠକରେ ସବୁ କେନ୍ଦ୍ର ମନ୍ତ୍ରୀଙ୍କୁ ଦିଲ୍ଲୀରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।…
ଧର୍ମଶାଳା ନିର୍ବାଚନ ମଣ୍ଡଳୀ କୁମାରୀ ପଂଚାୟତର ୧୬ନମ୍ବର ଜାତୀୟ ରାଜପଥ ଠାରୁ କୁମାରୀ ପ୍ରଯ୍ୟନ୍ତ ରାସ୍ତାର ପ୍ରଶଷ୍ଟୀକରଣ ଓ ନବୀକରଣ,ର ଶୁଭ ଉଦଘାଟନ କଲେ ଧର୍ମଶାଳା ବିଧାୟକ ହିମାଂଶୁ l ଗ୍ରାମ୍ୟ ଉନୟନ ବିଭାଗ ରୁ ୪କୋଟି ୮୯ଲକ୍ଷ ଟଙ୍କା ଅଟଳ…
(ରଶ୍ମି ରଞ୍ଜନ ବିଶ୍ୱାଳ )-ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳି ଚଣ୍ଡିଖୋଲ ନିକଟସ୍ଥ ଏକଲବ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର +୨ବିଜ୍ଞାନର ପରିକ୍ଷାର ଆଜି ରେଜଲ୍ଟ ପ୍ରକାଶ ପାଇଥିବା ବେଳେ ବିଦ୍ୟାଳୟ ଟପର ଶୁଶ୍ରୀ ଅଙ୍କିତା ଦାସ ୫୮୬ ରଖିଥିବା ବେଳେ ରୋହିତ…
ପିପିଲି ଥାନା ଦାନଗୋହିର ନିକଟ ବିଛୁଆତି ଛକରୁ 74.23 ଗ୍ରାମ ବ୍ରାଉନ ସୁଗାର ଜବତ, ଜଣେ ଗିରଫ l ଗିରଫ ଅଭିଯୁକ୍ତ ର ନାମ ଚନ୍ଦୁ ଓରଫ ଏମ.ଡ଼ି ଅଲଫାଜ ଓ ତା ଘର ଦାନଗୋହିର ଅଞ୍ଚଳରେ ବୋଲି ସୂଚନା ମିଳିଛି…
ହାଇଦ୍ରାବାଦ : ଆଜି ଶୁକ୍ରବାର, ସନ୍ଧ୍ୟାରେ ହାଇଦ୍ରାବାଦର ନାମପାଲି ରେଳ ଷ୍ଟେସନରୁ ଛାଡ଼ିବାକୁ ଥିବା ଏକ ଟ୍ରେନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ହାଇଦ୍ରାବାଦ-ଜୟପୁର ସ୍ପେଶାଲ୍ ଟ୍ରେନର B1 ଏବଂ B2 AC 3-ଟାୟାର କୋଚରେ ଏହି ଅଘଟଣ ଘଟିଥିଲା । ଦକ୍ଷିଣ…