ରାୟଗଡ଼ା ଜିଲ୍ଲାରୁ ଦେବୀ ପ୍ରସାଦ ମହାନ୍ତି ଙ୍କ ରିପୋର୍ଟ୍ ଶ୍ରୀ କ୍ଷେତ୍ର ଲାଇଭ ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ପରିଷଦ ସଭାଗୃହ ଠାରେ ଜିଲ୍ଲାସ୍ତରୀୟ ଡାହାଣୀ ଶିକାର ପ୍ରତିରୋଧ ଅଧୂନିୟମ-୨୦୧୩ ଓ ଦଣ୍ଡବିଧାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାକୁ…
ଅନୁଗୋଳ ଜିଲ୍ଲା ତାଳଚେର ଅଞ୍ଚଳରେ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ମାରଣାନ୍ତକ ଆକ୍ରମଣ କରାଯାଇଛି। ସନ୍ଥପଡ଼ା ବ୍ରାହ୍ମଣୀ ନଦୀ ଘାଟରେ ୬ ଜଣ ସଶସ୍ତ୍ର ଦୁର୍ବୃତ୍ତ ଅତର୍କିତ ଭାବେ ଖଣ୍ଡାରେ ହାଣି ରକ୍ତାକ୍ତ କରିଦେଇଛନ୍ତି। ଗୁରୁତର ସାମ୍ବାଦିକ ଜଣକ ହେଉଛନ୍ତି ‘ସମାଜ’ ଖବରକାଗଜର…
ନିୟମ ଗିରି ଅଞ୍ଚଳ ର ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ଜିଲାପାଳଙ୍କୁ ଦାବିପତ୍ର ରାୟଗଡ଼ାଜିଲ୍ଲା /କଲ୍ୟାଣସିଂହପୁର, ନିୟମଗିରି ଅଞ୍ଚଳରେ ମୌଳିକ ସୁବିଧା ପହଞ୍ଚୁ ନ ଥିବା ଅଭିଯୋଗ ହୋଇଆସୁଥିଲା। ବିଶେଷକରି କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ନିୟମଗିରି ପାହାଡ଼ରେ ଅବସ୍ଥିତ ପାରସାଲି ପଞ୍ଚାୟତରେ…
ସୈତାନ ସ୍ୱାମୀ ର ନୃଶଂସ କାଣ୍ଡ । ନିଜ ସ୍ତ୍ରୀ ର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଜାମପଡା ଗାଁ ରେ। ଜାମପଡା ଗାଁ ର…
ଟିଟିଲାଗଡ ରେ ମହା ଶିବରାତ୍ରି ମେଳା ଚାଲି ଥିବା ବେଳେ ନୂଆ ଷ୍ଟାଇଲ ରେ ଚାଲାଣ ହେଉଥିଲା ଗଂଜେଇ, ପୋଲିସ ଆଖିରେ ଧୂଳି ଦେବା ସହ ସମସ୍ତ ଙ୍କୁ ମାତ ଦେଇ ଚାଲାଣ ହେଉଥିଲା ଗଂଜେଇ.. ବୌଦ୍ଧ ଜିଲ୍ଲା କଣ୍ଟାମାଲ ଅଂଚଳ…
ବଲାଙ୍ଗିର ରୋଡ଼ ରେଳ ଷ୍ଟେସନ ନିକଟ ଏକ କୋଠା ଘରେ ସେକ୍ସ ରାକେଟ ଠାବ।ଦୀର୍ଘଦିନ ହେବ ଏହି ଘରେ ସେକ୍ସ ରାକେଟ ଚାଲିଥିବା ଖବର ପାଇଁ ମାଡି ବସିଥିଲା ବଲାଙ୍ଗିର ଟାଉନ ପୋଲିସ।ସେହି ଘରୁ ଦୁଇ ଜଣ ଦେହଜିବୀ ସହ ୩…
ଟିଟିଲାଗଡ ରୁ ଓଡ଼ିଶା ବ୍ୟୁରୋ ମୁଖ୍ୟ ସନ୍ତୋଷ କୁମାର ପଟ୍ଟନାୟକ ରିପୋର୍ଟ୍ ଶ୍ରୀ କ୍ଷେତ୍ର ଲାଇଭ ନୂଆପଡ଼ା ଜିଲ୍ଲା ଖଡିଆଳ ପୋଲିସ କୁ ବଡ ସଫଳତା। ଏକ ଚରି ଘଟଣା ରେ ମାତ୍ର ୨୪ ଘଣ୍ଟା ରେ ଘଟଣା ର ପର୍ଦ୍ଦାଫାଶ…
ସଇଁତଲା ରୁ ଓଡ଼ିଶା ବ୍ୟୁରୋ ମୁଖ୍ୟ ସନ୍ତୋଷ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ ଶ୍ରୀ କ୍ଷେତ୍ର ଲାଇଭ ସଇଁତଲା, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ବଲାଙ୍ଗୀର ଜିଲ୍ଲା ସଭାପତି ସରୋଜ ମେହେର ଙ୍କ ଅନୁମୋଦନ କ୍ରମେ…
ଭୋଜି ଚାଲିଥିଲା ବେଳେ ଗୁଳିମାଡ଼ରେ ଯୁବକ ମୃତ।ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍ କଲୋନୀରେ ଫାୟାରିଂ।ସାଙ୍ଗମାନେ ମିଶି ଭୋଜି କଲା ବେଳେ ସ୍ପଷ୍ଟ ଦିବାଲୋକରେ ଗୁଳିମାଡ଼।ଛାତିରେ ବାଜିଥିଲା ଗୁଳି, ମୃତ ଘୋଷଣା କଲେ ଡାକ୍ତର।ମୃତ ଯୁବକ ହେଲେ ସୌମ୍ୟରଞ୍ଜନ ଜେନା।ଭଲ କ୍ରିକେଟ ଖେଳନ୍ତି,…
ସ୍ୱାମୀ କୁ ବଞ୍ଚାଇବାକୁ ଯାଇ ଭାଲୁ ସହ ଲଢ଼ିଲେ ମହିଳା । ବାଜିରେ ଲଗାଇଦେଲେ ଜୀବନ । ସ୍ବାମୀଙ୍କୁ ଆକ୍ରମଣ କରୁଥିବା ଭାଲୁକୁ ଠେଙ୍ଗା ପାହାର ଦେଲେ ମହିଳା । ଜଙ୍ଗଲକୁ ଦୌଡ଼ି ପଳାଇଲା ଭାଲୁ । ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ…