*ଭାରତବନ୍ଦ ପ୍ରଭାବ.. ଟିଟିଲାଗଡ ଠାରେ କଂଗ୍ରେସ ର ସହର ରେ ପିକେଟିଙ୍ଗ..ଶ୍ରମିକ ସଂଗଠନ ତରଫରୁ ଜାତୀୟ ରାଜପଥ ଅବରୋଧ..ବନ୍ଦ କୁ ସ୍ଥାନୀୟ ଲୋକଙ୍କ ବିପୁଳ ସମର୍ଥନ*

ଟିଟିଲାଗଡ ରୁ ଓଡ଼ିଶା ବ୍ୟୁରୋ ମୁଖ୍ୟ ସନ୍ତୋଷ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ ଶ୍ରୀ କ୍ଷେତ୍ର ଲାଇଭ ଟିଟିଲାଗଡ଼…କେନ୍ଦ୍ରୀୟ ଶ୍ରମିକ ସଂଗଠନ ଏବଂ ସ୍ୱାଧୀନ ଫେଡେରେସନ ମାନଙ୍କ ଦ୍ୱାରା ଦିଆଯାଯାଇଥିବା ୧୨ ଘଣ୍ଟିଆ ଦେଶବ୍ୟାପି ବନ୍ଦ ର ପ୍ରଭାବ ଆଜି ଟିଟିଲାଗଡ଼…

ଟିଟଲାଗଡ ପୌରପରିଷଦ ର ୧୫ ନମ୍ବରୱାର୍ଡ ହାଟପଦା ର ଅବସ୍ଥାଅତି ଶୋଚନୀୟ ।

ଟିଟଲାଗଡ ପୌରପରିଷଦ ର ୧୫ ନମ୍ବରୱାର୍ଡ ହାଟପଦା ର ଅବସ୍ଥାଅତି ଶୋଚନୀୟସ୍ଥାନ ଟିଟିଲାଗଡଟିଟିଲାଗଡ ରେ ହାଟପଦା ପଡ଼ା ର ୧୫ ନମ୍ବର ୱାର୍ଡ ଏବେ ମୁଖ୍ୟ ରାସ୍ତା ପାଲଟିବା ବେଳ ରାସ୍ତା ରେ ଥିବା ଡ୍ରେନ ରେ ପାଣି ଜମିବା ସହିତ…

ନିଶା ଶକ୍ତ ଅବସ୍ଥାରେ ଗଛ ଭାଙ୍ଗିଲେ ଦୃର୍ବୁତ୍ତ।

ବଲାଙ୍ଗୀର ରାଜେନ୍ଦ୍ର ପାର୍କ ଭିତରେ ସୌନ୍ଦର୍ଯ୍ୟ ବୃଦ୍ଧି ସକାଶେ ଲଗାଯାଇଥିବା ୪୨ଟି ଗଛକୁ କେହି ଦୁର୍ବୃତ୍ତ ଭାଙ୍ଗି ଦେବା ସହ କାଟି ଦେଇଛନ୍ତି। ଆଜି ସକାଳେ ମର୍ନିଂଓ୍ବାକ୍‌ କରୁଥିବା କିଛି ଲୋକ ଏହାକୁ ଦେଖିବାକୁ ପାଇଥିଲେ। ଏହା ପରେ ଟାଉନ ଥାନା…

କେମିଷ୍ଟ ଓ ଡ୍ରଗିଷ୍ଟ ଆସୋସିଏଶନ ଚେତା ବନି

ବଲାଙ୍ଗୀର ସହରରେ ଆଜି ଏକ ଅଜବ ଘଟଣା ଘଟିଛି। ଜଣେ ଔଷଧ ଦୋକାନୀ କ୍ରେତାଙ୍କୁ ଅଧିକ ଡିସ୍‌କାଉଣ୍ଟ ଦେବାରୁ ତାଙ୍କ ଔଷଧର ମାନ ଠିକ୍‌ ଅଛି କି ନାହିଁ ତାକୁ ନେଇ ପ୍ରଶ୍ନ କରିବା ସହ କେମିଷ୍ଟ ଓ ଡ୍ରଗିଷ୍ଟ ଆସୋସିଏଶନର…

*ବିସ୍ଫୋରକ ପଦାର୍ଥ ରଖିଥିବା ଅଭିଯୋଗରେ ଟିଟିଲାଗଡ ପୋଲିସର ଚଢ଼ାଉ – ଜଣେ ଗିରଫ, କରାଗଲା କୋର୍ଟ ଚାଲାଣ।+

ଟିଟିଲାଗଡ ରୁ ଓଡ଼ିଶା ବ୍ୟୁରୋ ମୁଖ୍ୟ ସନ୍ତୋଷ କୁମାର ପଟ୍ଟନାୟକ ରିପୋର୍ଟ୍ ଶ୍ରୀ କ୍ଷେତ୍ର ଲାଇଭ ଟିଟିଲାଗଡ ପୋଲିସ ଏକ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଏସ ଆଇ ତାରାବତି କିସାନଙ୍କ ନେତୃତ୍ୱରେ ଟିଟିଲାଗଡ ନିକଟସ୍ଥ ରାନାବନ୍ଧ ଗ୍ରାମର ବୃଷଭ ବେହେରାଙ୍କ…

ବଲାଙ୍ଗୀର ଜିଲ୍ଲା ମୁରିବାହାଲ୍ ବ୍ଲକ୍ ସିରୋଲ୍ ଆଞ୍ଚଳିକ ସାଧନ କେନ୍ଦ୍ର ଅଧିନସ୍ଥତେନ୍ତୁଲିଖୁଣ୍ଟି ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ମହା ସମାରୋହ ରେ ଅନୁଷ୍ଠିତ:

ଟିଟିଲାଗଡ ରୁ ଓଡ଼ିଶା ବ୍ୟୁରୋ ମୁଖ୍ୟ ସନ୍ତୋଷ କୁମାର ପଟ୍ଟନାୟକ ରିପୋର୍ଟ୍ ଶ୍ରୀ କ୍ଷେତ୍ର ଲାଇଭ ତେନ୍ତୁଲିଖୁଣ୍ଟିରେ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଛାତ୍ର/ଛାତ୍ରୀ ମାନଙ୍କ ଶିକ୍ଷାଗତ ଓ ସହପାଠ୍ୟ କୌଶଳକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ପ୍ରମାଣପତ୍ର ବିତରଣ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ…

ବଲାଙ୍ଗିର କୋର୍ଟ ରେ ହଜାର ହେଲେ ନିଶା ମହାରଣା

ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ରୁ ଓଡ଼ିଶା ବ୍ୟୁରୋ ମୁଖ୍ୟ ସନ୍ତୋଷ କୁମାର ପଟ୍ଟନାୟକ ଙ୍କ ସହିତ ବଲାଙ୍ଗିର ଜିଲ୍ଲା ପ୍ରତିନିଧି ମୁନା ଗୌଡ଼ ଙ୍କ ରିପୋର୍ଟ୍ ବଲାଙ୍ଗିର ଏସଡିଜିଏମ କୋର୍ଟରେ ନିଶା ମହାରଣା । ନିଶାଙ୍କ ନାଁରେ ହୋଇଥିଲା ମାମଲା ରୁଜୁ…

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା; ୨ଜଣ ମୃତ, ପାଞ୍ଚ ଗୁରୁତର

କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସୁଙ୍କି-ଅମ୍ପାବାଲି ରାସ୍ତାର ପେଟୁରୁ ଛକ ନିକଟରେ ସନ୍ଧ୍ୟା ପ୍ରାୟ ୬ଟା ସମୟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପାଞ୍ଚ ଜଣ ଗୁରୁତର ହୋଇଥିବା…

ପଞ୍ଚାୟତ ନିର୍ବାଚନକୁ ନେଇ ଫୁଲ୍‌ କନଫିଡେଣ୍ଟ ମନମୋହନ; ବ୍ୟାକଫୁଟ୍‌ରେ BJD ଓ କଂଗ୍ରେସ!

ପଞ୍ଚାୟତ ନିର୍ବାଚନକୁ ବର୍ଷେ ଅଛି। ହେଲେ ଏବେଠାରୁ ନେତାଙ୍କ ଦମ୍ଭୋକ୍ତି ଶୁଣିବାକୁ ମିଳିଲାଣି। ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି ୨୭ରେ ବି ରିପିଟ ହେବ ୨୪ର ମ୍ୟାଜିକ। ରାଜ୍ୟରେ ଅପରେସନ କମଲ ଆରମ୍ଭ କରିସାରିଛି ବିଜେପି। ଏହାସହ ଗାଁ ଗାଁରେ…

ପୋଲତଳୁ ମିଳିଲା ହୋମଗାର୍ଡ, ଯୁବକଙ୍କ ମୃତଦେହ: ପୋଲିସର ତଦନ୍ତ ଆରମ୍ଭ.

 କୋରାପୁଟ ଜିଲା ନନ୍ଦପୁର ଥାନାରେ କାର୍ଯ୍ୟରତ ଜଣେ ହୋମଗାର୍ଡ ଏବଂ ଅନ୍ୟ ଜଣେ ଯୁବକଙ୍କ ମୃତଦେହ ପୋଲିସ ରବିବାର ସନ୍ଧ୍ୟାରେ ନନ୍ଦପୁର-ହାଣ୍ଡିପୁଟ ସଞ୍ଜୋଗୀ ଏମ୍‌ଡିଆର ୫୫ ରାସ୍ତା ଖିଲୁଆ ପେଟିଆବାଡ ପୋଲତଳୁ ଉଦ୍ଧାର କରିଛି। ମୃତକ ହେଲେ ହୋମଗାର୍ଡ ଭଗବାନ ଖରା…

error: Content is protected !!