ଭୁବନେଶ୍ୱର ମହାନଗର ନିଗମଅଂଚଳାଧିନରେ ରହିଥିବା ଭେଣ୍ଡିଂଜୋନ୍ ଓ ଓମ୍ଫେଡ୍ ବୁଥ୍ରେ ନିଶା ଦ୍ରବ୍ୟଯେପରିକି ଗୁଟଖା, ସିଗେରେଟ, ପାନ ବିକ୍ରିକଲେ ବ୍ୟବସାୟୀଙ୍କ ଉପରେ ବିଏମସିପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ନେଇ ଚେତାବନୀଦିଆଯାଇଛି। ଏହି ନିୟମ ଯେଉଁ ବ୍ୟବସାୟୀଉଲଂଘନ କରିବେ ତାଙ୍କର ଲାଇସେନ୍ସବାତିଲ ନେଇ ମଧ୍ୟ…
