ଟିଟିଲାଗଡ଼ ବ୍ରାହ୍ମଣ ସମାଜ ପକ୍ଷରୁ ସାମୁହିକ ବ୍ରତୋପନୟନ କାର୍ଯ୍ୟକ୍ରମ ଜଗନ୍ନାଥ ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି |

ଟିଟିଲାଗଡ଼ :(ସନ୍ତୋଷ ପଟ୍ଟନାୟକ )ଟିଟିଲାଗଡ ରେ ଦୀର୍ଘ 18 ବର୍ଷ ହେବ ଟିଟିଲାଗଡ଼ ବ୍ରାହ୍ମଣ ସମାଜ ତରଫରୁ ଏହି ସାମୁହିକ ବ୍ରତୋ ପନୟନ କାର୍ଯ୍ୟକ୍ରମ ହୋଇ ଆସୁଛି ଜଗନାଥ ମନ୍ଦିର ରେ ,ବଲାଙ୍ଗୀର କଳାହାଣ୍ଡି ସୋନପୁର ନୂଆପଡା ଆଦି ଜିଲ୍ଲା ସହିତ…

ଗ୍ରୀଷ୍ମ ଆରମ୍ଭରୁ ତାତି ଅସମ୍ଭାଳ; ଚଳିତ ବର୍ଷ ପ୍ରଥମ ଥର ପାଇଁ ୪୦ ଡ଼ିଗ୍ରୀ ଟପିଲା ତାପମାତ୍ରା |

ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ଅତିକ୍ରମ କରିଛି। ପଶ୍ଚିମ ଓଡ଼ିଶାର ଶିଳ୍ପ ସହର ଝାରସୁଗୁଡ଼ା ଏବେ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଚଳିତ…

ଓଡ଼ିଶାରେ ମହିଳା ନେତୃତ୍ୱର ନୂଆ ଅଧ୍ୟାୟ |

ମିଶନ ଶକ୍ତି ବିଭାଗ ପକ୍ଷରୁ ପ୍ରଥମ ଥର ପାଇଁ ଆୟୋଜିତ କୋଣାର୍କ ଠାରେ ଛ ଦିନିଆ ‘ସୁଭଦ୍ରା ଶକ୍ତି ନେତୃତ୍ୱ ସମ୍ମିଳନୀ’ ସଫଳତାର ସହିତ ଉଦଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ…

ନକଲି ମଦ ଜବତ : ୩ ଗିରଫ

ଭୁବନେଶ୍ୱର, ୦୨/୦୩ : ବିହାର ଅଞ୍ଚଳର ୩ ବ୍ୟକ୍ତି ଏକ ଭଡାଘରେ ନକଲି ବିଦେଶୀ ମଦ ତିଆରି କରି ସ୍ଥାନୀୟ ଅଞ୍ଚଳରେ ବିକ୍ରି କରୁଥିବା ଅବକାରୀ ବିଭାଗ ତଦନ୍ତରୁ ଜଣା ପଡ଼ିଛି। ଗିରଫ ୩ ଜଣ ସ୍ଥାନୀୟ ବିଦେଶୀ ମଦ ଦୋକାନ…

 ୧ କିଲୋ ସୁନା, ୪କିଲୋ ରୁପା ଅଳଂକାର ଜବତ |

 ଆଜି ଭଦ୍ରକ ପୁଲିସକୁ ଏକ ବଡ ସଫଳତା ମିଳିଛି। ଗତ କିଛି ମାସ ହେଲା ଭଦ୍ରକରେ ବିଭିନ୍ନ ଲୋକଙ୍କ ଘରେ ପଶି ଆନ୍ତଃରାଜ୍ୟ ଡକାୟତମାନେ ସୁନା ଗହଣା ଲୁଟ କରୁଥିଲେ। ପୁଲିସ ପକ୍ଷରୁ ଏହି ଲୁଟେରା ଓ ଡକାୟତ ଟିମକୁ ଗିରଫ…

ଟିଟିଲାଗଡ଼ ଠାରେ ଆୟୋଜିତ ସୂର୍ଯ୍ୟମଣି ପାଢ଼ୀ ମେମୋରିଆଲ ବଡି ବିଲଡିଂ ଚାମ୍ପିଅନସିପରେ ଉତ୍କଳ ଶ୍ରୀ ୨୦୨୬ ହେଲେ ପୁରୀର ଜଗନ୍ନାଥ ଖୁଣ୍ଟିଆ |

ଟିଟିଲାଗଡ଼ – ସ୍ଥାନୀୟ ବାଳକ ହାଇସ୍କୁଲ ଖେଳ ପଡିଆରେ ସହିଦ ଜୀମନାସୀୟମ୍ ତରଫରୁ ରାଜ୍ୟ ସ୍ତରୀୟ ସୂର୍ଯ୍ୟମଣି ପାଢ଼ୀ ମେମୋରିଆଲ ବଡି ବିଲ୍ଡିଙ୍ଗ ଚାମ୍ପିଅନସିପ ଉଦଯାପିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ ବିଧାୟକ ଶ୍ରୀଯୁକ୍ତ ନବୀନ ଜୈନ,…

(HPV) ଟୀକାକରଣ ରାୟଗଡାଜିଲ୍ଲା ମୁଖ୍ୟଚିକିତ୍ସାଳୟ ରେ ଉନ୍ମୋଚନ |

ରାୟଗଡା  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଜରାୟୁ ଗ୍ରୀବା କର୍କଟ ବା ସର୍ଭାଇକାଲ୍ କ୍ୟାନ୍ସର ଟୀକାକରଣ ର ଉନ୍ମୋଚନ ହୋଇଥିଲା ମୁଖ୍ୟ ଅତିଥିଭାବେ ସ୍ଥାନୀୟ ବିଧାୟକ ଆପୋଲ ସ୍ଵମୀ କାର୍ଡକା, ସଂlସଦ ସପ୍ତଗିରି ସଙ୍କର ଉଲାକା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ CDMO…

ସାମାଜିକ,ଅର୍ଥନୈତିକ ଓ ଶିକ୍ଷାଗତ ସମାନତା ଦାବି ନେଇ ଏପ୍ରିଲ ୭ ରେ ସମ୍ବଲପୁର ଚାଲ : ରାଷ୍ଟ୍ରୀୟ ପଛୁଆବର୍ଗ,ଦଳିତ, ଆଦିବାସୀ ଓ ସଂଖ୍ୟାଲଘୁ ମହାସଭା

ଭୁବନେଶ୍ୱର : ରାଜ୍ୟରେ ପଛୁଆବର୍ଗ,ଦଳିତ, ଆଦିବାସୀ ଓ ସଂଖ୍ୟାଲଘୁମାନଙ୍କ ଅବସ୍ଥା ଶୋଚନୀୟ । ଗତ ନିର୍ବାଚନରେ ଓଡ଼ିଶାବାସୀ ବିଜେଡି ଶାସନର ପତନ ଘଟାଇ ଡବଲ ଇଂଜିନ ସରକାର ଶାସନକୁ ଆଣିଲେ । ଡବଲ ଇଂଜିନ ସରକାର ଆସିବାର ଦେଢ଼ ବର୍ଷ ବିତିଯାଇଥିଲେ ମଧ୍ୟ…

ଅଲୋଡ଼ା ଶିଶୁ କନ୍ୟା… ନାଳରେ ଭାସୁଛୁ ମୃତଦେହ |

ବଲାଙ୍ଗୀର-ପୁଡାପାଲି ନିବୃତ୍ତି ଯୋର ବ୍ରିଜ୍ ତଳୁ ଏକ ମୃତ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି । ନବଜାତକକୁ କେହି ଏଠାରେ ଫିଙ୍ଗି ଦେଇଥିବା ନେଇ ଅନୁମାନ କରାଯାଉଛି । ତେବେ ଶିଶୁକନ୍ୟାର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ଗାଁ…

ବନଖଣ୍ଡ ସ୍ତରୀୟ ଜଙ୍ଗଲ ନିଆଁ ନିବାରଣ ସମ୍ବନ୍ଧିୟ ବୈଠକ ଅନୁଷ୍ଠିତ |

ରାୟଗଡା : ଆଗାମୀ ଗ୍ରୀଷ୍ମ ଋତୁରେ ବୃଦ୍ଧି ପାଉଥିବା ତାପମାତ୍ରା ଓ ଜଙ୍ଗଲ ନିଆଁର ଭୟାବହତାକୁ ଦୃଷ୍ଟିରେ ରଖୂ ରାୟଗଡା ବନଖଣ୍ଡ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଆଜି ବନଖଣ୍ଡ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ, ଡି.ଏଫ.ଓ,ସଚିନି ଅlହ୍ନା…

error: Content is protected !!