ଏକଲବ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସଫଳତା |

(ରଶ୍ମି ରଞ୍ଜନ ବିଶ୍ୱାଳ )-ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳି ଚଣ୍ଡିଖୋଲ ନିକଟସ୍ଥ ଏକଲବ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର +୨ବିଜ୍ଞାନର ପରିକ୍ଷାର ଆଜି ରେଜଲ୍ଟ ପ୍ରକାଶ ପାଇଥିବା ବେଳେ ବିଦ୍ୟାଳୟ ଟପର ଶୁଶ୍ରୀ ଅଙ୍କିତା ଦାସ ୫୮୬ ରଖିଥିବା ବେଳେ ରୋହିତ…

ବ୍ରାଉନ ସୁଗାର ଜବତ, ଜଣେ ଗିରଫ l

ପିପିଲି ଥାନା ଦାନଗୋହିର ନିକଟ ବିଛୁଆତି ଛକରୁ 74.23 ଗ୍ରାମ ବ୍ରାଉନ ସୁଗାର ଜବତ, ଜଣେ ଗିରଫ l ଗିରଫ ଅଭିଯୁକ୍ତ ର ନାମ ଚନ୍ଦୁ ଓରଫ ଏମ.ଡ଼ି ଅଲଫାଜ ଓ ତା ଘର ଦାନଗୋହିର ଅଞ୍ଚଳରେ ବୋଲି ସୂଚନା ମିଳିଛି…

ହାଇଦ୍ରାବାଦ-ଜୟପୁର ଟ୍ରେନରେ ଅଗ୍ନିକାଣ୍ଡ, କେହି ଆହତ ହୋଇନଥିବା ସୂଚନା

ହାଇଦ୍ରାବାଦ : ଆଜି ଶୁକ୍ରବାର, ସନ୍ଧ୍ୟାରେ ହାଇଦ୍ରାବାଦର ନାମପାଲି ରେଳ ଷ୍ଟେସନରୁ ଛାଡ଼ିବାକୁ ଥିବା ଏକ ଟ୍ରେନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ହାଇଦ୍ରାବାଦ-ଜୟପୁର ସ୍ପେଶାଲ୍ ଟ୍ରେନର B1 ଏବଂ B2 AC 3-ଟାୟାର କୋଚରେ ଏହି ଅଘଟଣ ଘଟିଥିଲା । ଦକ୍ଷିଣ…

ରାଜ୍ୟରେ ପ୍ରାକୃତିକ ତୈଳ ଯୋଗାଣକୁ ସୁବ୍ୟବସ୍ଥିତ କରିବା ନେଇ ବୈଠକ |

ଭୁବନେଶ୍ୱର, ୧୫/୦୫: ରାଜ୍ୟରେ ପ୍ରାକୃତିକ ତୈଳ ଜନସାଧାରଣ ମାନଙ୍କ ପାଇଁ ଉପଲବ୍ଧ କରିବା ପାଇଁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଗୁରୁତ୍ୱାରୋପ କରିଛି । ଏହି ଉଦ୍ଦେଶ୍ୟରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ…

ଓଡ଼ିଆ ଚଳଚ୍ଚିତ୍ର ଜଗତର ବିଶିଷ୍ଟ ବ୍ୟକ୍ତିତ୍ୱମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ମାନସ ମନ୍ଥନ |

ଭୁବନେଶ୍ୱର, ୧୫/୦୫: ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପର ପୁନରୁଦ୍ଧାର ଏବଂ ଏହାର ଉନ୍ନତି ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେବାକୁ ଯାଉଛନ୍ତି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଦିନ ସଂସ୍କୃତି ଭବନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଆଲୋଚନା ଚକ୍ରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ…

ଧାନ ବଞ୍ଚାଇବାକୁ ଯାଇ ଘଟିଲା ଦୁର୍ଭାଗ୍ୟ,ଜଣେ ମୃତ୍ୟୁ ଦୁଇ ଜଣ ଅଚେତ।

ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଧାତୁକ ପଞ୍ଚାୟତ ଅନ୍ତର୍ଗତ ସଦର ଧାତୁକ ଗ୍ରାମରେ ବଜ୍ରାଘାତରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଥିବାବେଳେ ଆଉ ଦୁଇ ଜଣ ଦୀର୍ଘ ସମୟ ଧରି ଅଚେତ ଅବସ୍ଥାରେ ପଡ଼ି ରହିଥିବା ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା…

ରୁଷିଆରେ ପ୍ରଦର୍ଶିତ ହେଲା ଓମ ପ୍ରକାଶ ଙ୍କ ବାଲୁକା ଶିଳ୍ପ କଳା ।

ଭାରତ-ରୁଷିଆ ମିଳିତ ଆନୁକୂଲ୍ୟରେ ରୁଷିଆର ଏଲିସ୍ଥାଠାରେ ଭାରତୀୟ ସଂସ୍କୃତି ଦିବସ ପାଳନ ହୋଇଯାଇଛି । ଏଥିରେ ବାଲୁକା କଳା ପ୍ରଦର୍ଶନ କରିବା ପାଇଁ ନିମନ୍ତ୍ରିତ ହୋଇଛନ୍ତି ଓଡ଼ିଆ ପୁଅ। ସେ ହେଲେ ବଲାଙ୍ଗିର ସହରରେ ରହୁଥିବା ଶିକ୍ଷକ ତଥା ଆନ୍ତର୍ଜାତୀୟ ବାଲୁକା…

କୋକସରା ମୂଷାପାଲିରେ ଫେଲ୍ ମାରିଛି ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ |

କଳାହାଣ୍ଡି (ସନ୍ତୋଷ କୁମାର ପଟ୍ଟନାୟକ),କୋକସରା ବ୍ଲକ୍, ମୂଷାପାଲି ଗ୍ରାମରେ ଦେଖିବାକୁ ମିଳିଛି ପାନୀୟ ଜଳ ସମସ୍ୟାର ଏକ କରୁଣ ଚିତ୍ର। ମୋଟର ଅଛି, ଓଭର ହେଡ୍ ପାଣି ଟାଙ୍କି ନିର୍ମାଣ କରା ଯାଇଛି, ପାଇପ୍ ଲାଇନ୍ ମଧ୍ୟ ବିଛା ଯାଇଛି କିନ୍ତୁ…

ଟିଟିଲାଗଡ ପୁରୁଣା ବ୍ୟାଙ୍କ ଛକରେ ଥିବା ଗଣେଶ ମନ୍ଦିରକୁ ଉଚ୍ଛେଦ କଲା ପ୍ରଶାସନ

ଟିଟିଲାଗଡ – (ସନ୍ତୋଷ କୁମାର ପଟ୍ଟନାୟକ)ଟିଟିଲାଗଡ ସହରରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ଉପୁଜୁଥିଲା, ଏହାକୁ ଦୃଷ୍ଟିରେ ରଖି ପୌର ପରିଷଦ ପକ୍ଷରୁ ସହରର ବିଭିନ୍ନ ସରକାରୀ ଜବର ଦଖଲ କରିଥିବା ଅଞ୍ଚଳକୁ ଖାଲି କରାଯାଉଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ସକାଳ…

ଲାଞ୍ଜିଗଡ଼ ଡିଏଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟର ସିବିଏସଇ ଦ୍ୱାଦଶ ପରୀକ୍ଷାରେ ଚମତ୍କାର ସଫଳତା ।

ଲାଞ୍ଜିଗଡ,୧୪/୫(ରମେଶ ଚନ୍ଦ୍ର ନାୟକ) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ଡିଏଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟର ଛାତ୍ର ଛାତ୍ରୀ ସିବିଏସଇ ଦ୍ୱାଦଶ ପରୀକ୍ଷାରେ ଚମତ୍କାର ସଫଳତା ହାସଲ କରିଛନ୍ତି I ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଲାଞ୍ଜିଗଡ଼ ସ୍ଥିତ ଡିଏଭି ବେଦାନ୍ତ…

error: Content is protected !!